ଅପରାଧ

୭ କୋଟି ଟଙ୍କାର ସମ୍ପତ୍ତି ଜବତ ଘଟଣା : ଇଡ଼ିକୁ ତଦନ୍ତ ଦାୟିତ୍ୱ

Published

on

ଭୁବନେଶ୍ୱର ୨୨/୧ : ନିକଟରେ କଟକରୁ ୭ କୋଟି ଟଙ୍କା ମୂଲ୍ୟର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଥିଲା । ଭିଜିଲାନ୍ସ ବିଭାଗର ଅଧିକାରୀମାନେ ନଳିନୀ କୁମାରୀ ପୃଷ୍ଟି ଓ ବିଜୟ କେତନ ସାହୁଙ୍କ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରୁ ଏହି ସମ୍ପତ୍ତି ଠାବ କରିଥିଲେ । ଏବେ ଏହି ମାମଲାର ତଦନ୍ତ ଦାୟିତ୍ୱ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version