ରାଜ୍ୟ

୪ଟି ଜିଲ୍ଲାକୁ କୋଲ୍ଡ ୱେଭ ଅଲର୍ଟ

Published

on

ଭୁବନେଶ୍ୱର ୧୮/୧ : ୨୪ ଘଣ୍ଟା ପାଇଁ ୪ଟି ଜିଲ୍ଲାରେ ଶୀତ ଲହରୀ ଜାରି ରହିବ । ଏଥିପାଇଁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ୪ଟି ଜିଲ୍ଲା ହେଲା ବଲାଙ୍ଗିର, ଅନୁଗୁଳ, ସୁନ୍ଦରଗଡ଼ ଓ ବୋ÷ଦ୍ଧ । ତେବେ ୫ଦିନ ପାଇଁ ରାଜ୍ୟର କୋ÷ଣସି ସ୍ଥାନରେ ବର୍ଷାର ପ୍ରାୟ ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ରରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version