ରାଜ୍ୟ

୨ ସପ୍ତାହ ପୂର୍ବରୁ ବାହାରିଲା ଜେଇଇ ମେନ ପରୀକ୍ଷା ଫଳ

Published

on

ଭୁବନେଶ୍ୱର ୧୯/୧ : ଶନିବାର ଜେଇଇ ମେନ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ନିର୍ଦ୍ଧାରିତ ସମୟର ଦୁଇ ସପ୍ତାହ ପୂର୍ବରୁ ଫଳ ପ୍ରକାଶ ପାଇଛି । ଏଥିରେ ୪୫ ଜଣ ପ୍ରାର୍ଥୀ ୧୦୦ ଏନଟିଏ ସ୍କୋର ହାସଲ କରିଛନ୍ତି । ଆସନ୍ତା ଏପ୍ରିଲ ୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପରବର୍ତ୍ତୀ ଜେଇଇ ମେନ ପରୀକ୍ଷା ହେବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version