କୋରାପୁଟ ୭/୩ : ଦୁଇ ମହିଳା ମାଓବାଦୀ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଦୁଇ ମହିଳାଙ୍କ ନାମ ସୁକାନ୍ତି ଏବଂ କୌଶଲ୍ୟା ଖିଲି ବୋଲି ଜଣା ପଡିଛି । ସୁକାନ୍ତି ଏରିଆ କମିଟି ମେମ୍ବର ଥିବା ବେଳେ କୌଶଲ୍ୟା ଖୀଲ ପାର୍ଟି ମେମ୍ବର ଥିଲେ ।
ସୂଚନାଯୋଗ୍ୟ, କୋରାପୁଟ ଗସ୍ତରେ ଡିଜିପି ଯାଇଥିବା ସମୟରେ ୨ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ଦୁଇ ମହିଳା ମାଓବାଦୀଙ୍କ ନାମ କୌଶଲ୍ୟା ଏବଂ ସୁକାନ୍ତି । ସେମାନେ ମାଲକାନାଗିରି ଜିଲ୍ଲାରେ ବିଭିନ୍ନ ମାଓ ହିଂସାରେ ସାମିଲ ଥିଲେ । ସୁକାନ୍ତି ନାମିକ ମହିଳା ସେଠାରେ ଏରିଆ କମିଟି ମେମ୍ବର ଥିବା ବେଳେ କୌଶଲ୍ୟା ଖୀଲ ପାର୍ଟି ମେମ୍ବର ଥିଲେ ।