ଦେଶ ବିଦେଶ

୨ରୁ ଅଧିକ ସନ୍ତାନ ଥିଲେ ନାଗରିକ ଅଧିକାର ରଦ୍ଦ ପାଇଁ ରାମଦେବଙ୍କ ପରାମର୍ଶ

Published

on

ନୂଆଦିଲ୍ଲୀ ୨୪/୧ : କୋ÷ଣସି ଦମ୍ପତିଙ୍କ ୨ରୁ ଅଧିକା ସନ୍ତାନ ଥିଲେ ସେମାନଙ୍କ ମୋ÷ଳିକ ଅଧିକାର ଛିନ୍ନ କରିବା ପାଇଁ ଯୋଗ ଗୁରୁ ରାମଦେବ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଥମେ ଏଭଳି ପିତାମାତାଙ୍କ ଭୋଟ ଦାନ ଅଧିକାର ପ୍ରତ୍ୟାହାର କରାଯିବା ଆବଶ୍ୟକ । ଏହାଛଡ଼ା ସରକାରୀ ଚାକିରି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସେମାନଙ୍କୁ ଦିଆନଯିବା ଆବଶ୍ୟକ । ଭାରତରେ ରହୁଥିବା ସବୁ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହା ବାଧ୍ୟତାମୂଳକ ହେବା ଜରୁରୀ ବୋଲି ସେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version