Nation

ସେଣ୍ଟ୍ରାଲ ଗଭର୍ଣମେଣ୍ଟ ହେଲଥ ସ୍କିମ ଡାକ୍ତର ଜିଣିଲେ କେନ୍ଦ୍ରମନ୍ତ୍ରୀଙ୍କ ହୃଦୟ

Published

on

ନୂଆଦିଲ୍ଲୀ: ସ୍ଥାନୀୟ ସାଉଥ ଏଭିନ୍ୟୁ ଅଂଚଳରେ ଥିବା ସେଣ୍ଟ୍ରାଲ ଗଭର୍ଣମେଣ୍ଟ ହେଲଥ ସ୍କିମ ବା ସିଜିଏଚଏସ ସେଣ୍ଟରର ଡାକ୍ତରମନେ ଗତ ବୁଧବାର ଦିନ ଅନୀଲ କୁମାର ରଡାଡିୟା ନାମକ ଜଣେ ଅଜଣା ରୋଗୀକୁ ଉପଯୁକ୍ତ ସେବା ଓ ଚିକିତ୍ସା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କ ହୃଦୟ ଜିତି ପାରିଛନ୍ତି।

ଏହି ଘଟଣାରେ ଖୁସି ହୋଇ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ରର ଚିଫ ମେଡିକାଲ ଅଫିସରଙ୍କୁ ଏକ ଚିଠି ଲେଖି ସେଣ୍ଟର ଟିମକୁ ପ୍ରସଂଶା କରିଛନ୍ତି।

ବୁଧବାର ଦିନର ସେ ଅଜଣା ରୋଗୀ ଅନୀଲ ଆଉ କେହି ନଥିଲେ ନିଜେ ସ୍ୱୟଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଥିଲେ। ମାଣ୍ଡଭିୟା ଛଦ୍ମ ବେଶରେ ଡାକ୍ତରଖାନାର ରୋଗୀ ସେବା ବ୍ୟବସ୍ଥା ପରଖିବାକୁ ସେ ଦିନ ସେ ସିଜିଏଚଏସ ସେଣ୍ଟରକୁ ଅନୀଲ ନାମରେ ଯାଇଥିଲେ।

 

Leave a Reply

Your email address will not be published. Required fields are marked *

Trending

Exit mobile version