ରାଜ୍ୟ

ମାଟିତଳୁ ବାହାରୁଛି ଗରମ ପାଣି ଓ ଧୂଆଁ

Published

on

ଚାନ୍ଦବାଲି ୧୭/୧ : ଚାନ୍ଦବାଲିର କରଞ୍ଜମାଳ ଗ୍ରାମରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ମାଟି ଖୋଳାଯାଉଥିବାବେଳେ ତା ଭିତରୁ ଗରମ ପାଣି ଓ ଧୂଆଁ ବାହାରୁ ଥିବା ଲକ୍ଷ୍ୟ କରାଯାଇଛି । ଏହା ଦେଖିବାକୁ ପାଖାପାଖି ଅଞ୍ଚଳ ଲୋକମାନେ ସେଠାରେ ଭିଡ଼ ଜମାଇଛନ୍ତି । ଏକ ବିଦ୍ୟୁତ୍ ଖୁଣ୍ଟ ପକାଇବା ପାଇଁ ମାଟି ଖୋଳାଯିବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ୫ ଫୁଟ ଗାତ କରିବା ପରେ ସେଥିରୁ ଗଣମ ପାଣି ଓ ଧୂଆଁ ବାହାରିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version