More

ମହାରାଷ୍ଟ୍ର ସରକାର ଲକଡାଉନ ଅବଧି ମେ ୩୧କୁ ବୃଦ୍ଧି କଲେ

Published

on

ଡ଼ଲଫିନ ପ୍ରଧାନ

ନୂଆଦିଲ୍ଲୀ : ମହାରାଷ୍ଟ୍ର ସରକାର ଲକଡାଉନ ର ଅବଧୀକୁ ୩୧ ମେ ପର୍ଯ୍ୟନ୍ତ ବଢାଇଛନ୍ତି ।
ରାଜ୍ୟ ସରକାର ଖୁବ ଶୀଘ୍ର ସ ରେଡ ଜୋନ, ଅରେଞ୍ଜ ଜୋନ ଓ ଗ୍ରୀନ ଜୋନ ବାବଦରେ ବିଜ୍ଞପ୍ତି ଜାରି କରିବା ସଙ୍ଗେ ସଙ୍ଗେ ଅର୍ଥନୈତିକ କାର୍ଯ୍ୟ କଳାପ ସମ୍ପର୍କରେ ଘୋଷଣା କରିବେ।

କରୋନା ସଂକ୍ରମଣ ଦୃଷ୍ଟିରୁ ମହାରାଷ୍ଟ୍ର ଅତ୍ୟନ୍ତ ଖରାପ ଅବସ୍ଥା ଦେଇ ଗତି କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version