ରାଜ୍ୟ

ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା : ଉପକୃତ ହେବେ ୪୮ ଲକ୍ଷ

Published

on

ଭୁବନେଶ୍ୱର ୧୯/୧: ରାଜ୍ୟ ସରକାର ସାମାଜିକ ସୁରକ୍ଷା ଭତ୍ତା ପରିମାଣ ବୃଦ୍ଧି କରିଛନ୍ତି । ଏଣିକି ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିମାନେ ମାସିକ ଅଧିକ ୨ ଶହ ଟଙ୍କା ଭତ୍ତା ପାଇବେ । ୬୦ ବର୍ଷରୁ ଉଦ୍ଧ୍ୱର୍ ବୃଦ୍ଧଙ୍କୁ ପୂର୍ବରୁ ୩୦୦ ଟଙ୍କା ଦିଆଯାଉଥିବାବେଳେ ଏବେ ସେମାନଙ୍କୁ ୫୦୦ ଟଙ୍କା ମିଳିବ । ସେହିଭଳି ମାସିକ ୫୦୦ ଟଙ୍କା ପାଉଥିବା ୮୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିମାନଙ୍କ ଭତ୍ତାକୁ ୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ରାଜ୍ୟର ମୋଟ ୪୮ ଲକ୍ଷ ବ୍ୟକ୍ତି ଉପକୃତ ହେବେ । ଶନିବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version