ରାଜନୀତି

ବିଜେପି ଇସ୍ତାହାର କମିଟି ବୈଠକ : ସବୁ ଜିଲ୍ଲାରୁ ମତାମତ ସଂଗ୍ରହ କରାଯିବ

Published

on

ଭୁବନେଶ୍ୱର ୧୯/୧ : ବିଜେପିର ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ଇସ୍ତାହାର କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଇସ୍ତାହାରର ପ୍ରାଥମିକ ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜ୍ୟର ୩୦ଟି ଯାକ ଜିଲ୍ଲାରୁ ମତାମତ ସଂଗ୍ରହ ପରେ ତାହାକୁ ଭିତ୍ତିକରି ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରାଯିବ । ଫେବୃଆରୀ ୧୫ ତାରିଖ ସୁଦ୍ଧା ଏହା ଶେଷ ହେବ ବୋଲି ବିଜେପିର ଜଣେ କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version