ଅପରାଧ

ବସ ପୋଡ଼ିଦେଲେ ମାଓବାଦୀ

Published

on

ମାଲକାନଗିରି ୨୯/୧ : ମାଲକାନଗିରି ଜିଲ୍ଲାର ମହୁପଦର ଠାରେ ମାଓବାଦୀମାନେ ଆଜି ଲଙ୍କାକାଣ୍ଡ କରିଛନ୍ତି । ସେମାନେ ଏକ ବସକୁ ଅଟକାଇବା ପରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇ ସେଥିରେ ନିଆଁ ଲଗାଇ ଦେଇଥିଲେ । କେବଳ ସେତିକୁ ନୁହେଁ ସେମାନେ ବସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ପ୍ରାୟ ୨୦/୩୦ ଜଣ ସଶସ୍ତ୍ର ମାଓବାସୀ ଏଭଳି କାଣ୍ଡ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version