ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଗୀତିକାର ଗୁଲଜାର କେନ୍ଦ୍ର ସରକାରଙ୍କ କୋଭିଡ ଟୀକାକରଣର ବାର୍ତା ଦେଶବାସୀଙ୍କୁ ଦେବେ।
କେନ୍ଦ୍ର ସରକାର ଦେଶରେ ମାଗଣା କୋଭିଡ ଟୀକାକରଣକୁ ବ୍ୟାପକ କରିବାକୁ ଯାଉଥିବା ବେଳେ ଲୋକପ୍ରିୟ ଗୀତିକାର ଗୁଳଜରଙ୍କୁ ପ୍ରଚାର ରାଷ୍ଟ୍ରଦୂତଭାବେ ନିୟୋଜିତ କରିଛି।
ଗୁଲଜାର ତାଙ୍କର କବିତା ମାଧ୍ୟମରେ ଜନସାଧାରଣଙ୍କୁ କୋଭିଡ ଟୀକା ନେବାକୁ ଉତ୍ସ।ହିତ କରିବେ।
“… କୋଭିଡ ସେ ବଚନେକା ରାସ୍ତା ହୈ, ଟୀକା ଲଗବାଲେ ମେରେ ବାସ୍ତା”