ରାଜନୀତି

ପିଠା କାର୍ଯ୍ୟକ୍ରମରେ ସରପଂଚଙ୍କୁ ମାଡ଼

Published

on

କଟକ ୧୯/୧ : କଟକ ଗତିରାଉତପାଟଣା ସରପଂଚ ଲକ୍ଷ୍ମୀପ୍ରିୟା ସ୍ୱାଇଁଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପିଠା କାର୍ଯ୍ୟକ୍ରମ ଚାଲିଥିବାବେଳେ କେବଳ ତାଙ୍କୁ ନୁହେଁ, ତାଙ୍କ ସ୍ୱାମୀ ଓ ପୁତ୍ରଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ମାଡ଼ ମାରି ଆହତ କରିଛନ୍ତି । ଲକ୍ଷ୍ମୀପ୍ରିୟା ଏ ସଂକ୍ରାନ୍ତରେ ଚାଉଳିଆଗଂଜ ଥାନାରେ ଏତଲା ଦେବାପରେ ପୋଲିସ ଘଟଣାର ଅନୁସନ୍ଧାନ କରୁଛି । ରାଜନୀତିକ କନ୍ଦଳରୁ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version