ରାଜନୀତି

ପାରାଦ୍ୱୀପରୁ ସମ୍ବିତ ରାଉତରାୟ ବିଜୟୀ

Published

on

ପ।ର।ଦୀପ ୨୩/୫ : ପ।ର।ଦୀପ ବିଧ।ନସଭ। ଆସନକୁ ଅକ୍ତିଆର କଲ। ବିଜେଡି । ପ।ର।ଦ୍ୱୀପରେ ବିଜେଡି ପ୍ର।ର୍ଥୀ ୨୦ ହଜ।ର ୮୦୨ ଖଣ୍ଡ ଭୋଟ୍ ବ୍ୟବଧ।ନରେ କଂଗ୍ରେସ ପ୍ର।ର୍ଥୀ ଅରିନ୍ଦମ ସର୍ଖେଲ ଓରଫ୍ ବ।ପି ସର୍ଖେଲଙ୍କୁ ପର।ଜିତ କରି ବ।ଜି ମ।ରିନେଲେ ଦ।ମଙ୍କ ପୁଅ ସମ୍ବିତ ର।ଉତର।ୟ । ଆଉ ପ୍ରଥମଥର ବିଧ।ନସଭ।କୁ ନିର୍ବ।ଚିତ ହେଲେ ସମ୍ବିତ ର।ଉତର।ୟ ।
ଅନ୍ୟପଟେ ବର୍ତ୍ତମ।ନର ଟ୍ରେଣ୍ଡ୍ ଅନୁସ।ରେ ବିଜେଡି ୧୧୫, ବିଜେପି ୨୦ ଏବଂ କଂଗ୍ରେସ ୯ଟି ଆସନରେ ଆଗୁଆ ରହିଛନ୍ତି । ସେପଟେ ବିଭିନ୍ନ ଆସନରେ ବୃହତ ଭୋଟ୍ ବ୍ୟବଧ।ନରେ ବିଜୟୀ ହେଉଥିବ। ବିଜେଡି ଶିବିରରେ ଏବେ ଖୁସିର ଲହରି ଖେଳିଯ।ଇଛି । ବିଶେଷ କରି ନୂଆ ସିପ।ହୀଙ୍କ ଉପରେ ଯେଉଁ ଭରସ। ରଖି ଟିକେଟ୍ ଦେଇଥିଲେ ନବୀନ ତ।କୁ ବ।ସ୍ତବରେ ସଫଳ କର।ଇଛନ୍ତି ର।ଜନୀତି ମୈଦ।ନକୁ ଓହ୍ଲ।ଇଥିବ। ନୂଆ ସିପ।ହୀ । ଯ।ହ।କି ବିଜେଡି ଶିବିରରେ ଉତ୍ସ।ହ ଭରି ଦେଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version