ଅପରାଧ

ଡିକି ଭାଙ୍ଗି ଦେଢ଼ଲକ୍ଷ ଲୁଟ୍

Published

on

ସୋର ୨୮/୧ : ସୋରରେ ଦୁର୍ବୃତ୍ତମାନେ ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଆଜି ଜଣେ ବ୍ୟକ୍ତି ସୋର ଷ୍ଟେଟ ବ୍ୟାଙ୍କରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ଗାଡ଼ି ଡିକିରେ ରଖିଥିବାବେଳେ ତାହା ଲୁଟ୍ ହୋଇଛି । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଖଇରା ରାଇଗଡ଼ିଆ ଅଂଚଳର କାହ୍ନୁ ଚରଣ ।

Leave a Reply

Your email address will not be published. Required fields are marked *

Trending

Exit mobile version