ଅପରାଧ

ଗଣଦୁଷ୍କର୍ମ : ୨ ଜଣଙ୍କୁ ୨୦ ବର୍ଷ ଜେଲ

Published

on

ବାଲେଶ୍ୱର ୧୭/୧ : ଏକ ଗଣଦୁଷ୍କର୍ମ ମାମଲାରେ ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଦୋ÷ରାଜଜ ଦୁଇଜଣ ଅପରାଧୀଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଦେଇଛନ୍ତି । ଅପରାଧୀ ଦ୍ୱୟ ହେଲେ ସନାତନ ମଣ୍ଡଳ ଓ ବିକ୍ରମ ମାଝୀ । ୨୦୧୬ ଜାନୁଆରୀ ମାସରେ ଏହି ବର୍ବରକାଣ୍ଡ ଘଟିଥିଲା । ନୂଆବର୍ଷ ଭୋଜିରେ ଅପରାଧୀ ଦ୍ୱୟ ଏକ ବାଳିକାକୁ ଗଣଦୁଷ୍କର୍ମ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version