ରାଜ୍ୟ

ଏଏସଓ ପରୀକ୍ଷା ଉପରେ ସ୍ଥଗିତାଦେଶ ପାଇଁ ମନାକଲେ ହାଇକୋର୍ଟ

Published

on

କଟକ ୧୮/୧ : ଏଏସଓ ପରୀକ୍ଷା ଉପରେ ସ୍ଥଗିତାଦେଶ ଜାରି ପାଇଁ ହୋଇଥିବା ଏକ ଆବେଦନକୁ ଓଡ଼ିଶା ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ପରୀକ୍ଷା ଶେଷ ହୋଇଆସିଥିବା ଏବଂ ମଝିରେ ଗୋଟିଏ ଦିନ ବାକି ରହିଥିବାରୁ ଏପରି କରିବା ଠିକ ହେବନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଦେଇଛନ୍ତି । ପରୀକ୍ଷା ଉପରେ ରହିତାଦେଶ ଜାରି ପାଇଁ କିଛି ପରୀକ୍ଷାର୍ଥୀ ଆବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version