କର୍ଣ୍ଣାଟକ ୨୧/୫ : ମୁସଲମାନ ଆବଶ୍ୟକତା ପଡିଲେ ବିଜେପି ସହିତ ହାତ ମିଶେଇବେ । କେବଳ ସେତିକି ନୁହେଁ ଲୋକସଭା ନିର୍ବାଚନରେ କଂଗ୍ରେସ ଖରାପ ପ୍ରଦର୍ଶନ କରିବା ଆଶଙ୍କା ମଧ୍ୟରେ ସେ ଦଳ ଛାଡିବା ପାଇଁ ସଙ୍କେତ ଦେଇଥିଲେ । ପିଟିଆଇ ମୁତାବିକ ଯଦି ରାଷ୍ଟ୍ରୂୀୟ ରାଜତାନ୍ତ୍ରିକ ମହାମେଂଟ ସରକାର ଫେରେ ତେବେ ମୁଁ ବିନମ୍ରତାରା ସହ କହୁଛି କି, ସେମାନେ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ ।
କଂଗ୍ରେସ ଛାଡିବା ନେଇ ତାଙ୍କୁ ପ୍ରଶ୍ନ ପଚରା ଯିବାରୁ ସେ ଉତର ରଖିଛନ୍ତି କି, ଯଦି ଆବଶୟକ ହୁଏ ତେବେ ନିଶ୍ଚୟ କରିବେ । ପ୍ରଥମେ ନାରା ଲଗାଯାଉଥିଲେ କି, ଆଧୀ ରୋଟି ଖାଏଗେଁ ଇନ୍ଦିରାକୋ ଜିତାଏଁଗେ । କିନ୍ତୁ ଏବେ ନୂଆ ନାରା ବାଜୁଛି । ହମାରା ନେତା କୈସା ହୋ.. ଜିସକେ ପାସ ପୈସା ହୋ । ପ୍ରଥମେ ମୁସଲମାନଙ୍କୁ ୩ଟୁ ୪ ସିଟ ଦିଆଯାଉଥିଲା । କିନ୍ତୁ ଏବେ ଆମମାନଙ୍କ ପ୍ରତି ପଶୁଭଳି ବ୍ୟବହାର କରାଯାଉଛି । ମୁଁ ଏହା ସହ ଠିଆ ହୋଇ ପାରିବି ନାହିଁ ।